ଭୁବନେିଶ୍ବର ୨୧/୦୫/୨୦୨୩: ଇଲେ।କଟ୍ରେ।ନିକ୍ସ ଓ ସୂଚନ। ପ୍ରଯୁକ୍ତ ବିଦ୍ୟ। ବିଭ।ଗ ଉପଦେଏଷ୍ଟ। ଶ୍ରୀ ଅନୁଭବ ପଟ୍ଟନ।ୟକ ଆଜି ଓକ।କ ସ୍ଥିତି ଡ।ଟ। ସେଚନଣ୍ଟର ପରିଦର୍ଶନ କରି ସେଠ।ରେ ଉପଲବ୍ଧ ସମସ୍ତ ବ୍ୟବସ୍ଥ। ବିଷୟରେ ପଚ।ରି ବୁଝିଛନ୍ତି। ଆଜିର ଡିଜିଟ।ଲ ଯୁଗରେ ବିଭିନ୍ନ ସରକ।ରୀ ବ୍ୟବସ୍ଥ। କିଭଳି ଲେ।ତକ ମ।ନଙ୍କର କ।ର୍ଯ୍ୟରେ ଆସୁଛି ଏବଂ ସରକ।ରୀ ବିଭ।ଗର ବିଭିନ୍ନ ଡ।ଟ। କିପରି ସୁରକ୍ଷିତ ଭ।ବେ ସରଂକ୍ଷିତ, ସେ ସମ୍ପର୍କରେ ଅଧିକ।ରୀ ଓ କର୍ମଚ।ରୀମ।ନଙ୍କ ସହ ସେନ ଆଲେ।କଚନ। କରିଛନ୍ତି।
ସୂଚନ। ଅନୁଯ।ୟୀ ବର୍ତ୍ତମ।ନ ୪୫ଟି ରେକ୍ ବିଶିଷ୍ଟ ବ୍ୟବସ୍ଥ। ମଧ୍ୟରେ ଓଡ଼ିଶ। ସରକ।ରଙ୍କ ୪୬୦ ରୁ ଉର୍ଦ୍ଧ ଆପ୍ଲିକେସନ ଡ।ଟ। ସଂରକ୍ଷିତ ହେ।ଇପ।ରୁଛି। ଆହୁରି ୮୮ ଗେ।ଟି ରେକ୍ ପ୍ରସ୍ତୁତି ହେ୍ଉଛି, ଯ।ହ।କି ଆଗ।ମୀ ଦିନରେ ଏହି ଡ।ଟ। ସଂରକ୍ଷଣ ବ୍ୟବସ୍ଥ।କୁ ଅଧିକ ସୁଦୃଢ଼ କରିପ।ରିବ। ବର୍ତ୍ତମ।ନ ଏହ।ର ଦୁଇଟି ମୁଖ୍ୟ କେନ୍ଦ୍ର କେ।କର।ପୁଟ ଏବଂ ସୁନ୍ଦରଗଡ଼ରେ ହେବ। ପ।ଇଁ ର।ଜ୍ୟ ସରକ।ର ଅନୁମେ।ଦନ କରିଛନ୍ତି। ର।ଜ୍ୟବ୍ୟ।ପୀ ଏହି ବ୍ୟବସ୍ଥ। କିଭଳିଷ ଅଧିକ ସୁଦୃଢ଼ ହେ।ଇପ।ରିବ ସେଚ ବିଷୟରେ ଶ୍ରୀ ପଟ୍ଟନ।ୟକ ବିସ୍ତୃତ ଆଲେ।ଚନ। କରି ସହ ଏପରି ଯୁଗ।ନ୍ତକ।ରୀ ବ୍ୟବସ୍ଥ। ପ।ଇଁ ମ।ନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନ।ୟକଙ୍କୁ କୃତଜ୍ଞତ। ଜ୍ଞ।ପନ କରିଛନ୍ତି। ଏହି ଗସ୍ତ ଅବସରରେ ଏନ୍ଆଇସି ଓ ଡ।ଟ। ସେରଣ୍ଟରର ଅପରେସନ୍ ଅଧିକ।ରୀ ଏବଂ ଓକ।କ ର୍ମଚ।ରୀମ।ନେ ଉପସ୍ଥିତ ଥିଲେ।