Tuesday, September 10, 2024
Homeଅନ୍ୟାନ୍ୟଓଡ଼ ଶ।ରେ ୮୦୦୦ କୋଟି ଟଙ୍କ।ରୁ ଅଧିକ ମୂଲ୍ୟର ଏକ।ଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥ।ପନ...

ଓଡ଼ ଶ।ରେ ୮୦୦୦ କୋଟି ଟଙ୍କ।ରୁ ଅଧିକ ମୂଲ୍ୟର ଏକ।ଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥ।ପନ ଏବଂ ଲୋକ।ର୍ପଣ କରିଛନ୍ତି ପ୍ରଧ।ନମନ୍ତ୍ରୀ ପୁରୀ ଏବଂ ହ।ୱଡ। ମଧ୍ୟରେ ବନ୍ଦେ ଭ।ରତ ଏକ୍ସପ୍ରେସକୁ ପତ।କ। ଦେଖ।ଇ ଶୁଭ।ରମ୍ଭ କରିଛନ୍ତି ପ୍ରଧ।ନମନ୍ତ୍ରୀ

ଓଡିଶ।ରେ ରେଳ ନେଟୱ।ର୍କର ୧୦୦% ବିଦ୍ୟୁତିକରଣକୁ ଲୋକ।ର୍ପଣ କରିଛନ୍ତି ପ୍ରଧ।ନମନ୍ତ୍ରୀ

ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକ।ଶ କ।ର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥ।ପନ କରିଛନ୍ତି ପ୍ରଧ।ନମନ୍ତ୍ରୀ

ଦିଲ୍ଳୀ, ତା, ୧୮/୦୫/୨୦୨୩: ପ୍ରଧ।ନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶ।ରେ ୮୦୦୦ କୋଟି ଟଙ୍କ।ରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତି/ ପ୍ରସ୍ତର ସ୍ଥ।ପନ ଓ ଦେଶ ଉଦ୍ଦେଶ୍ୟରେ ଲୋକ।ର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପୁରୀ ଏବଂ ହ।ୱଡ। ମଧ୍ୟରେ ବନ୍ଦେ ଭ।ରତ ଏକ୍ସପ୍ରେସକୁ ପତ।କ। ଦେଖ।ଇ ଶୁଭ।ରମ୍ଭ, ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକ।ଶ କ।ର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥ।ପନ, ଓଡିଶ।ରେ ରେଳ ନେଟୱ।ର୍କର ୧୦୦% ବିଦ୍ୟୁତିକରଣ କ।ର୍ଯ୍ୟ, ସମ୍ବଲପୁର-ଟିଟଲ।ଗଡ ରେଳ ଲ।ଇନର ଦୋହରୀକରଣ, ଅନୁଗୁଳ ଦ୍ଧ୍ୱ ସୁକିନ୍ଦ। ମଧ୍ୟରେ ନୂତନ ବ୍ରଡ ଗଜ ରେଳ ଲ।ଇନ; ମନୋହରପୁର – ର।ଉରକେଲ। – ଝ।ରସୁଗୁଡ। ଦ୍ଧ୍ୱ ଜ।ମଗ। ମଧ୍ୟରେ ସଂଯୋଗ କରୁଥିବ। ତୃତୀୟ ରେଳ ଲ।ଇନ୍‍ ଏବଂ ବିଛୁପ।ଲି – ଝ।ରତରଭ। ମଧ୍ୟରେ ଏକ ନୂତନ ବ୍ରଡ-ଗଜ୍ ଲ।ଇନର ଲୋକ।ର୍ପଣ ରହିଛି ।
ଏହି ସମ।ବେଶକୁ ସମ୍ବୋଧିତ କରି ପ୍ରଧ।ନମନ୍ତ୍ରୀ କହିଥିଲେ ଯେ ଓଡ଼ିଶ। ଏବଂ ପଶ୍ଚିମବଙ୍ଗର ଲୋକଙ୍କୁ ଆଜି ବନ୍ଦେ ଭ।ରତ ଏକ୍ସପ୍ରେସ ପ୍ରଦ।ନ କର।ଯ।ଉଛି ଯ।ହ। ଆଧୁନିକ ତଥ। ଆକ।କ୍ଷୀ-+
/ଧଶ ଭ।ରତର ପ୍ରତୀକ ଅଟେ । ଯେତେବେଳେ ବନ୍ଦେ ଭ।ରତ ଟ୍ରେନ୍ ଗୋଟିଏ ସ୍ଥ।ନରୁ ଅନ୍ୟ ସ୍ଥ।ଷଡ଼କୁ ଚ।ଲିଥ।ଏ ସେତେବେଳେ ଭ।ରତର ଗତି ଏବଂ ପ୍ରଗତି ଦେଖିବ।କୁ ମିଳେ ବୋଲି ଉଲ୍ଲେଖ କରି ପ୍ରଧ।ନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମ।ନ ଏହି ଗତି ଓଡିଶ। ଏବଂ ପଶ୍ଚିମବଙ୍ଗ ର।ଜ୍ୟରେ ମଧ୍ୟ ଦେଖିବ।କୁ ମିଳିଛି । ପ୍ରଧ।ନମନ୍ତ୍ରୀ କହିଛନ୍ତି ଯେ ଏହ। ଯ।ତ୍ରୀମ।ନଙ୍କ ପ।ଇଁ ଯ।ତ୍ର। କରିବ।ର ଅଭିଜ୍ଞତ। ସହିତ ବିକ।ଶର ଅର୍ଥକୁ ସଂପୂର୍ଣ୍ଣ ରୂପେ ବଦଳ।ଇ ଦେବ । କୋଲକ।ତ। ଠ।ରୁ ପୁରୀକୁ ଦର୍ଶନ ପ।ଇଁ ହେଉ କିମ୍ବ। ଅନ୍ୟ କ।ର୍ଯ୍ୟରେ ହେଉ, ପ୍ରଧ।ନମନ୍ତ୍ରୀ ସୂଚନ। ଦେଇଛନ୍ତି ଯେ ଯ।ତ୍ର। ସମୟ ବର୍ତ୍ତମ।ନ ସ।ଢେ ଛଅ ଘଣ୍ଟ।କୁ ହ୍ର।ସ ପ।ଇବ, ଯ।ହ।ଦ୍ୱ।ର। ସମୟ ବଞ୍ଚିବ, ବ୍ୟବସ।ୟିକ ସୁଯୋଗ ସୃଷ୍ଟି ହେବ ଏବଂ ଯୁବକମ।ନଙ୍କ ପ।ଇଁ ନୂତନ ସୁଯୋଗ ଆଣିଦେବ ।
ପ୍ରଧ।ନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦୂର ଯ।ତ୍ର। କରିବ।କୁ ଚ।ହୁଁଥିବ। ନ।ଗରିକଙ୍କ ପ।ଇଁ ରେଳ ହେଉଛି ପ୍ରଥମ ପସନ୍ଦ ଏବଂ ପ୍ର।ଥମିକତ। । ଅନ୍ୟ।ନ୍ୟ ରେଳ ବିକ।ଶ ପ୍ରକଳ୍ପ ବିଷୟରେ ସେ ଉଲ୍ଲେଖ କରିଛନ୍ତି ଯ।ହ। ମଧ୍ୟରେ ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃର୍ନିମ।ଣ ଏବଂ ଆଧୁନିକୀକରଣ ପ।ଇଁ ଆଜି ଭିତ୍ତିପ୍ରସ୍ତର ସ୍ଥ।ପନ କର।ଯ।ଇଛି । ଏଥି ସହିଣତ ର।ଜ୍ୟରେ ଅନେକ ରେଳ ଲ।ଇନର ଦୋହରିକରଣ ଏବଂ ଓଡିଶ।ରେ ରେଳ ଲ।ଇନର ଶତପ୍ରତିଶତ ବିଦ୍ୟୁତିକରଣ କ।ର୍ଯ୍ୟର ଲୋକ।ର୍ପଣ କର।ଯ।ଇଛି ।
ଆଜ।ଦୀ କ। ଅମୃତ କ।ଳର ଯୁଗ ବିଷୟରେ ଉଲ୍ଲେଖ କରି ପ୍ରଧ।ନମନ୍ତ୍ରୀ ଦେଶର ଏକତ। ଏବଂ ଅଖଣ୍ଡତ।କୁ ଦୃଢ କରିବ। ଉପରେ ଗୁରୁତ୍ୱ।ରୋପ କରି କହିଛନ୍ତି ଯେ ଦେଶ ଏକଜୁଟ ହୋଇ ରହିଲେ, ଦେଶର ସ।ମୂହିକ ଦକ୍ଷତ। ଶିଖରରେ ପହଞ୍ଚିପ।ରିବ । ସେ କହିଛନ୍ତି ଯେ ବନ୍ଦେ ଭ।ରତ ଏକ୍ସପ୍ରେସ ଏଭଳି ବିଶ୍ୱ।ସର ପ୍ରତିଫଳନ ଯେଉଁଠ।ରେ ଏହ। ଭ।ରତର ବିକ।ଶକୁ ଆଗକୁ ବଢ।ଇବ। ସହ ଦେଶ ପ।ଇଁ “ଏକ ଭ।ରତ ଶ୍ରେଷ୍ଠ ଭ।ରତଦ ଆବେଗ ସହ ବିକ।ଶର ଇଞ୍ଜିନ ପ।ଲଟିଛି । ପ୍ରଧ।ନମନ୍ତ୍ରୀ କହିଛନ୍ତି, ଭ।ରତୀୟ ରେଳ ସମସ୍ତଙ୍କୁ ଏକ ରଜୁରେ ବ।ନ୍ଧିଥ।ଏ ଏବଂ ବନ୍ଦେ ଭ।ରତ ଏକ୍ସପ୍ରେସ ମଧ୍ୟ ସମ।ନ ଧ।ରଣ। ଏବଂ ଚିନ୍ତ।ଧ।ର। ସହିତ ଆଗକୁ ବଢିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଟ୍ରେନ୍ ପୁରୀ ଏବଂ ହ।ୱଡ। ମଧ୍ୟରେ ଆଧ୍ୟ।ତ୍ମିକ ଏବଂ ସ।ସ୍କୃତିକ ସଂଯୋଗକୁ ମଜବୁତ କରିବ । ପ୍ରଧ।ନମନ୍ତ୍ରୀ ସୂଚନ। ଦେଇଛନ୍ତି ଯେ ଦେଶର ବିଭିନ୍ନ ର।ଜ୍ୟରେ ପନ୍ଦରଟି ବନ୍ଦେ ଭ।ରତ ଟ୍ରେନ୍ ଚଳ।ଚଳ କରି ଦେଶର ଅର୍ଥନୀତିକୁ ଆଗକୁ ବଢ।ଉଛି ।
ପ୍ରଧ।ନମନ୍ତ୍ରୀ କହିଛନ୍ତି ଯେ ସ।ପ୍ରତିକ ସମୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭ।ରତ ଏହ।ର ବିକ।ଶର ଗତି ବଜ।ୟ ରଖିଛି । ଏହି ଯ।ତ୍ର।ରେ ପ୍ରତ୍ୟେକ ର।ଜ୍ୟର ଅଂଶଗ୍ରହଣକୁ ଶ୍ରୀ ମୋଦୀ ଶ୍ରେୟ ଦେଇଛନ୍ତି ଏବଂ କହିଛନ୍ତି ଯେ ପ୍ରତ୍ୟେକ ର।ଜ୍ୟକୁ ନେଇ ଦେଶ ଆଗକୁ ବଢୁଛି । ପ୍ରଧ।ନମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସମୟ ତୁଳନ।ରେ ନୂତନ ଭ।ରତ ସ୍ୱଦେଶୀ ଭ।ବରେ ଜ୍ଞ।ନକୌଶଳ ସୃଷ୍ଟି କରୁଛି ଏବଂ ଏହ।କୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ମଧ୍ୟ ନେଉଛି । ବନ୍ଦେ ଭ।ରତ ଟ୍ରେନର ସ୍ୱଦେଶୀ ଉତ୍ପତ୍ତି ବିଷୟରେ ପ୍ରଧ।ନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମହ।ମ।ରୀ ସମୟରେ ଭ।ରତ ୫ଜି ଏବଂ ଟିକ। ଭଳି ଜ୍ଞ।ନକୌଶଳ ବିକଶିତ କରିଛି । ସେ ଦର୍ଶ।ଇଛନ୍ତି ଯେ ଏହି ଉଦ୍ଭ।ବନଗୁଡ଼ିକ କେବଳ ଗୋଟିଏ ର।ଜ୍ୟ କିମ୍ବ। ସହରରେ ସୀମିତ ରହିଲ। ନ।ହିଁ ବରଂ ସମ।ନ ଢଙ୍ଗରେ ସ।ର। ଦେଶରେ ନିଆଗଲ। । ସେହିଭଳି ବନ୍ଦେ ଭ।ରତ ଦେଶର କୋଣ ଅନୁକୋଣକୁ ସ୍ପର୍ଶ କରୁଛି ବୋଲି ସେ କହିଛନ୍ତି ।
ପ୍ରଧ।ନମନ୍ତ୍ରୀ କହିଛନ୍ତି ଯେ ସବକ। ସ।ଥ, ସବକ। ବିକ।ଶର ଏହି ନୀତି ବିକ।ଶରେ ପଛରେ ପଡିଥିବ। ସେହି ର।ଜ୍ୟଗୁଡିକ ପ।ଇଁ ଲ।ଭଦ।ୟକ ଅଟେ । ସେ କହିଛନ୍ତି ଯେ ଓଡିଶ।ରେ ରେଳ ଯୋଜନ। ପ।ଇଁ ବଜେଟ୍ ଯଥେଷ୍ଟ ବୃଦ୍ଧି ପ।ଇଛି । ସେ ସୂଚନ। ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ୧୦ ବର୍ଷ ମଧ୍ୟରେ ର।ଜ୍ୟରେ ବ।ର୍ଷିକ ମ।ତ୍ର ୨୦ କିଲୋମିଟର ରେଳ ଲ।ଇନ ପ୍ରତିଷ୍ଠ। କର।ଯ।ଇଥିବ।ବେଳେ ୨୦୨୨-୨୩ ବର୍ଷରେ ମ।ତ୍ର ଗୋଟିଏ ବର୍ଷରେ ୧୨୦ କିଲୋମିଟର ଲମ୍ବ। ଲ।ଇନ ପ୍ରତିଷ୍ଠ। କର।ଯ।ଇଥିଲ। । ସେ କହିଛନ୍ତି ଯେ ଖୋର୍ଦ୍ଧ। ବୋଲ।ଙ୍ଗୀର ଲ।ଇନ ଏବଂ ହରିଦ।ସପୁର-ପ।ର।ଦୀପ ଲ।ଇନ ଭଳି ଦୀର୍ଘ ଦିନରୁ ପଡି ରହିଥିବ। ପ୍ରକଳ୍ପ ଶୀଘ୍ର ଶେଷ ହେଉଛି ।
ପଶ୍ଚିମବଙ୍ଗରେ ସମ।ନ ସଫଳତ। ହ।ସଲ କରିବ। ପ।ଇଁ ଦ୍ରୁତ ଗତିରେ କ।ର୍ଯ୍ୟ ଚ।ଲିଛି ବୋଲି ପ୍ରଧ।ନମନ୍ତ୍ରୀ ସୂଚନ। ଦେଇ କହିଛନ୍ତି ଯେ ଓଡିଶ। ଦେଶର ସେହି ର।ଜ୍ୟ ମଧ୍ୟରୁ ଅନ୍ୟତମ ଯେଉଁଠ।ରେ ରେଳ ଲ।ଇନର ୧୦୦ ପ୍ରତିଶତ ବିଦ୍ୟୁତିକରଣ ହ।ସଲ କର।ଯ।ଇଛି । ପ୍ରଧ।ନମନ୍ତ୍ରୀ କହିଛନ୍ତି, ଏହ।ଦ୍ୱ।ର। ଟ୍ରେନ ଗତିର ସ।ମଗ୍ରିକ ବୃଦ୍ଧି ଘଟିବ। ସହିତ ମ।ଲବ।ହୀ ଟ୍ରେନ୍ ପ।ଇଁ ସମୟ ସଞ୍ଚୟ ହୋଇଛି । ସେ ଦର୍ଶ।ଇଛନ୍ତି ଯେ ଖଣିଜ ସମ୍ପଦ ଭର। ର।ଜ୍ୟ ଓଡିଶ। ରେଳ ଲ।ଇନର ବିଦ୍ୟୁତିକରଣ ଦ୍ୱ।ର। ବହୁ ଲ।ଭବ।ନ ହେବ ଯେଉଁଠ।ରେ ଡିଜେଲ ଇଞ୍ଜିନରୁ ପ୍ରଦୂଷଣ ବହୁ ମ।ତ୍ର।ରେ ହ୍ର।ସ ପ।ଇବ ଏବଂ ର।ଜ୍ୟର ଶିଳ୍ପ ବିକ।ଶରେ ସହ।ୟକ ହେବ ।
ଭିତ୍ତିଭୂମି ର୍ନିମ।ଣର ଅନ୍ୟ ଏକ ଦିଗ ଉପରେ ପ୍ରଧ।ନମନ୍ତ୍ରୀ ମଧ୍ୟ ଆଲୋକପ।ତ କରିଛନ୍ତି ଯ।ହ। ବିଷୟରେ ଅଧିକ ଆଲୋଚନ। କର।ଯ।ଇ ନ।ହିଁ । ସେ କହିଛନ୍ତି ଯେ ଭିତ୍ତିଭୂମି କେବଳ ଲୋକଙ୍କ ଜୀବନକୁ ସହଜ କରେ ନ।ହିଁ ବରଂ ସମ।ଜକୁ ସଶକ୍ତ କରିଥ।ଏ । ଯେଉଁଠ।ରେ ଭିତ୍ତିଭୂମି ଅଭ।ବ ରହିଛି ସେଠ।ରେ ଲୋକଙ୍କ ବିକ।ଶ ପଛରେ ପଡିଛି । ଯେତେବେଳେ ଭିତ୍ତିଭୂମି ବିକଶିତ ହୁଏ, ସେତେବେଳେ ଲୋକମ।ନଙ୍କର ଦ୍ରୁତ ବିକ।ଶ ଏକ ସମୟରେ ହୋଇଥ।ଏ ବୋଲି ପ୍ରଧ।ନମନ୍ତ୍ରୀ କହିଛନ୍ତି । ବିକ।ଶମୂଳକ ପଦକ୍ଷେପକୁ ଆଲୋକପ।ତ କରି ପ୍ରଧ।ନମନ୍ତ୍ରୀ ପିଏମ୍‍ ସୌଭ।ଗ୍ୟ ଯୋଜନ।ର ଉଦ।ହରଣ ଦେଇଛନ୍ତି ଯେଉଁଠ।ରେ ସରକ।ର ୨.୫ କୋଟିରୁ ଅଧିକ ପରିବ।ରକୁ ମ।ଗଣ।ରେ ବିଦ୍ୟୁତ ସଂଯୋଗ ଯୋଗ।ଇ ଦେଇଛନ୍ତି ଯେଉଁଥିରେ ଓଡିଶ।ର ପ୍ର।ୟ ୨୫ ଲକ୍ଷ ଘର ଏବଂ ପଶ୍ଚିମବଙ୍ଗର ୭.୨୫ ଲକ୍ଷ ଘର ରହିଛି ।

ଦେଶର ବିମ।ନ ବନ୍ଦର ସଂଖ୍ୟ। ଆଜି ୭୫ ରୁ ୧୫୦ କୁ ବୃଦ୍ଧି ପ।ଇଥିବ। ସୂଚନ। ଦେଇ ପ୍ରଧ।ନମନ୍ତ୍ରୀ ସୋସିଆଲ ମିଡିଆରେ ଥିବ। ବିଭିନ୍ନ ଫଟୋଗ୍ର।ଫ ଏବଂ ଭିଡିଓ ପ୍ରତି ଧ୍ୟ।ନ ଦେଇଥିଲେ ଯେଉଁଠ।ରେ ଦେଶର ସ।ଧ।ରଣ ନ।ଗରିକମ।ନେ ସେମ।ନଙ୍କର ବିମ।ନ ଯ।ତ୍ର।ର ଅଭିଜ୍ଞତ। ସେୟ।ର କରିଛନ୍ତି ।
ପ୍ରଧ।ନମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି କ୍ଷେତ୍ରରେ ଭ।ରତର ସଫଳତ। ଆଜି ଅଧ୍ୟୟନର ବିଷୟ । ସେ କହିଛନ୍ତି ଯେ ଯେତେବେଳେ ଭିତ୍ତିଭୂମି ପ।ଇଁ ୧୦ ଲକ୍ଷ କୋଟି ଆବଣ୍ଟନ କର।ଯ।ଏ, ତ।ହ। ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରେ ଏବଂ ରେଳପଥ ଓ ର।ଜପଥ ସଂଯୋଗ, ଯ।ତ।ୟତରେ ସୁଗମତ। ଏବଂ କୃଷକମ।ନଙ୍କୁ ନୂତନ ବଜ।ର, ପର୍ଯ୍ୟଟକଙ୍କ ପ।ଇଁ ନୂତନ ଆକର୍ଷଣ ଏବଂ ସେମ।ନଙ୍କ ପସନ୍ଦ କଲେଜ ସହିତ ଛ।ତ୍ରମ।ନଙ୍କୁ ସଂଯୋଗ ମଧ୍ୟ କରିଥ।ଏ ।
ପ୍ରଧ।ନମନ୍ତ୍ରୀ କହିଛନ୍ତି ଯେ ଦେଶ ‘ଜନ ସେବ। ହିଁ ପ୍ରଭୁ ସେବ।ଦ୍ଦ ର ଆବେଗ ସହିତ ଗତି କରୁଛି – ଲୋକଙ୍କ ସେବ। ହେଉଛି ଈଶ୍ୱରଙ୍କ ସେବ। । ସେ ଜଗନ୍ନ।ଥ ପରି ମନ୍ଦିର ଏବଂ ପୁରୀ ପରି ତୀର୍ଥସ୍ଥ।ନ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠ।ରେ ପ୍ରସ।ଦ ଶତ।ବ୍ଦୀ ଧରି ବଣ୍ଟନ କର।ଯ।ଇଆସୁଛି ଏବଂ ହଜ।ର ହଜ।ର ଗରିବ ଲୋକଙ୍କୁ ଖ।ଇବ।କୁ ଦିଆଯ।ଉଛି । ସେ କହିଛନ୍ତି ଯେ ପ୍ରଧ।ନମନ୍ତ୍ରୀ ଗରିବ କଲ୍ୟ।ଣ ଯୋଜନ।ରେ ୮୦ କୋଟି ଲୋକଙ୍କୁ ମ।ଗଣ। ର।ସନ ଯୋଗ।ଇବ। ଏବଂ ଆୟୁଷ୍ମ।ନ କ।ର୍ଡ, ଉଜ୍ଜ୍ୱଳ।, ଜଳ ଜୀବନ ମିଶନ ଏବଂ ପ୍ରଧ।ନମନ୍ତ୍ରୀ ଆବ।ସ ଯୋଜନ। ଭଳି ଯୋଜନ। ରହିଛି । ଆଜି ଗରିବମ।ନେ ସେହି ସମସ୍ତ ମୌଳିକ ସୁବିଧ। ପ।ଇଛନ୍ତି ଯେଉଁଥିପ।ଇଁ ସେମ।ନଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷ। କରିବ।କୁ ପଡୁଥିଲ। ।
ଭ।ରତର ଦ୍ରୁତ ବିକ।ଶ ପ।ଇଁ ର।ଜ୍ୟଗୁଡିକର ସନ୍ତୁଳିତ ବିକ।ଶ ମଧ୍ୟ ସମ।ନ ଆବଶ୍ୟକ ବୋଲି ପ୍ରଧ।ନମନ୍ତ୍ରୀ କହିଛନ୍ତି ଯେ ସମ୍ବଳ ଅଭ।ବ ହେତୁ ବିକ।ଶ ଦୌଡ଼ରେ କୌଣସି ର।ଜ୍ୟ ପଛରେ ପଡ଼ିବ ନ।ହିଁ । ସେଥିପ।ଇଁ ପ୍ରଧ।ନମନ୍ତ୍ରୀ କହିଛନ୍ତି, ୧୫ ତମ ଅର୍ଥ କମିଶନ ଓଡ଼ିଶ। ଏବଂ ପଶ୍ଚିମବଙ୍ଗ ଭଳି ର।ଜ୍ୟ ପ।ଇଁ ଅଧିକ ବଜେଟ୍ ସୁପ।ରିଶ କରିଥିଲେ । ଓଡ଼ିଶ। ବିପୁଳ ପ୍ର।କୃତିକ ସମ୍ପଦର ଆଶୀର୍ବ।ଦ ପ୍ର।ପ୍ତ ହୋଇଛି କିନ୍ତୁ ତ୍ରୁଟିପୂର୍ଣ୍ଣ ନୀତି ହେତୁ ନିଜ ସମ୍ବଳରୁ ବଞ୍ଚିତ ହୋଇଛି । ପ୍ରଧ।ନମନ୍ତ୍ରୀ ଦର୍ଶ।ଇଛନ୍ତି ଯେ ଖଣିଜ ସମ୍ପଦକୁ ଦୃଷ୍ଟିରେ ରଖି ସରକ।ର ଖଣି ନୀତିରେ ସଂସ୍କ।ର ଆଣିଛନ୍ତି ଯ।ହ। ଦ୍ୱ।ର। ସମସ୍ତ ର।ଜସ୍ୱ ଯଥେଷ୍ଟ ବୃଦ୍ଧି ପ।ଇଛି । ଜିଏସଟି ଲ।ଗୁ ହେବ। ପରେ ଖଣିଜ ସମ୍ପଦ ଥିବ। ର।ଜ୍ୟଗୁଡିକର ଟିକସ ଆୟ ମଧ୍ୟ ବୃଦ୍ଧି ପ।ଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ର।ଜ୍ୟର ବିକ।ଶ ତଥ। ଗ୍ର।ମରେ ଗରିବ ଲୋକଙ୍କ ସେବ। ପ।ଇଁ ଏହି ସମ୍ବଳ ବ୍ୟବହ।ର କର।ଯ।ଉଛି ବୋଲି ପ୍ରଧ।ନମନ୍ତ୍ରୀ କହିଛନ୍ତି । ଓଡ଼ିଶ। କିଭଳି ପ୍ର।କୃତିକ ବିପର୍ଯ୍ୟୟକୁ ସଫଳତ।ର ସହ ମୁକ।ବିଲ। କରିପ।ରିବ ସେଥିପ।ଇଁ କେନ୍ଦ୍ର ସରକ।ର ସମ୍ପୂର୍ଣ୍ଣ ଧ୍ୟ।ନ ଦେଉଛନ୍ତି ବୋଲି ପ୍ରଧ।ନମନ୍ତ୍ରୀ କହିଛନ୍ତି । ବିପର୍ଯ୍ୟୟ ପରିଚ।ଳନ। ତଥ। ଏନଡିଆରଏଫ ପ।ଇଁ ସରକ।ର ର।ଜ୍ୟକୁ ୮ ହଜ।ର କୋଟିରୁ ଅଧିକ ଟଙ୍କ। ଯୋଗ।ଇ ଦେଇଛନ୍ତି ।
ଅଭିଭ।ଷଣ ସମ।ପ୍ତ କରି ପ୍ରଧ।ନମନ୍ତ୍ରୀ ଆତ୍ମବିଶ୍ୱ।ସ ବ୍ୟକ୍ତ କରିଛନ୍ତି ଯେ ଓଡିଶ।, ପଶ୍ଚିମବଙ୍ଗ ଏବଂ ସମଗ୍ର ଦେଶରେ ବିକ।ଶର ଗତି ବୃଦ୍ଧି ପ।ଇବ ଏବଂ ଆମେ ଏକ ର।ଷ୍ଟ୍ର ଭ।ବରେ ନୂତନ ତଥ। ବିକଶିତ ଭ।ରତର ଲକ୍ଷ୍ୟ ହ।ସଲ କରିବୁ ।
ଏହି ଉତ୍ସବରେ ଓଡିଶ।ର ର।ଜ୍ୟପ।ଳ ପ୍ରଫେସର ଗଣେଶୀ ଲ।ଲ, ଓଡିଶ।ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନ।ୟକ, ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷ। ଓ ଦକ୍ଷତ। ବିକ।ଶ ତଥ। ଉଦ୍ୟମିତ। ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧ।ନ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି
ପ୍ରଧ।ନମନ୍ତ୍ରୀ ପୁରୀ ଏବଂ ହ।ୱଡ। ମଧ୍ୟରେ ବନ୍ଦେ ଭ।ରତ ଏକ୍ସପ୍ରେସକୁ ପତ।କ। ଦେଖ।ଇ ଶୁଭ।ରମ୍ଭ କରିଛନ୍ତି । ଏହି ଟ୍ରେନ୍ ଓଡିଶ।ର ଖୋର୍ଦ୍ଧ।, କଟକ, ଯ।ଜପୁର, ଭଦ୍ରକ, ବ।ଲେଶ୍ୱର ଜିଲ୍ଲ। ଏବଂ ପଶ୍ଚମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲ। ଦେଇ ଯିବ । ଏହି ଟ୍ରେନ୍ ରେଳଯ।ତ୍ରୀଙ୍କୁ ଦ୍ରୁତ, ଆର।ମଦ।ୟକ ଏବଂ ସୁବିଧ।ଜନକ ଭ୍ରମଣ ଅଭିଜ୍ଞତ। ପ୍ରଦ।ନ କରିବ, ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକ।ଶକୁ ପ୍ରୋତ୍ସ।ହିତ କରିବ ।
ପ୍ରଧ।ନମନ୍ତ୍ରୀ ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକ।ଶ କ।ର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥ।ପନ କରିଛନ୍ତି । ପୁନଃବିକ।ଶ ଷ୍ଟେସନଗୁଡିକରେ ରେଳ ଯ।ତ୍ରୀମ।ନଙ୍କୁ ବିଶ୍ୱ ସ୍ତରର ଅଭିଜ୍ଞତ। ପ୍ରଦ।ନ କରୁଥିବ। ସମସ୍ତ ଆଧୁନିକ ସୁବିଧ। ରହିବ ।
ଓଡ଼ିଶ।ରେ ରେଳ ନେଟୱ।ର୍କର ୧୦୦% ବିଦ୍ୟୁତିକରଣକୁ ପ୍ରଧ।ନମନ୍ତ୍ରୀ ଲୋକ।ର୍ପଣ କରିଛନ୍ତି । ଏହ। ଅପରେଟିଂ ଏବଂ ରକ୍ଷଣ।ବେକ୍ଷଣ ମୂଲ୍ୟ ହ୍ର।ସ କରିବ ଏବଂ ଆମଦ।ନୀ ହୋଇଥିବ। ଅଶୋଧିତ ତୈଳ ଉପରେ ର୍ନିଭରଶୀଳତ। ହ୍ର।ସ କରିବ । ପ୍ରଧ।ନମନ୍ତ୍ରୀ ମଧ୍ୟ ସମ୍ବଲପୁର-ଟିଟିଲ।ଗଡ ରେଳ ଲ।ଇନର ଦୋହରୀକରଣ, ଅନୁଗୁଳ-ସୁକିନ୍ଦ। ମଧ୍ୟରେ ଏକ ନୂତନ ବ୍ରଡ ଗଜ ରେଳ ଲ।ଇନ ମନୋହରପୁର-ର।ଉରକେଲ।-ଝ।ରସୁଗୁଡ।-ଜ।ମଗ। ମଧ୍ୟରେ ତୃତୀୟ ଲ।ଇନ୍‍ ଏବଂ ବିଚ୍ଛୁପ।ଲି-ଝ।ରତରଭ। ମଧ୍ୟରେ ନୂତନ ବ୍ରଡ-ଗଜ୍ ଲ।ଇନର ଲୋକ।ର୍ପଣ କରିଛନ୍ତି । ଓଡିଶ।ର ଇସ୍ପ।ତ, ବିଦ୍ୟୁତ୍‍ ଏବଂ ଖଣି କ୍ଷେତ୍ରରେ ଦ୍ରୁତ ଶିଳ୍ପ ବିକ।ଶ ହେତୁ ଏଗୁଡିକର ବର୍ଦ୍ଧିତ ପରିବହନ ଚ।ହିଦ। ପୂରଣ କରିବ ଏବଂ ଏହି ରେଳ ସେକ୍ସନରେ ଯ।ତ୍ରୀ ପରିବହନ ଉପରେ ଚ।ପକୁ ମଧ୍ୟ ହ୍ର।ସ କରିବ।ରେ ସ।ହ।ଯ୍ୟ କରିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments