ଦେଶର ଦ୍ବିତୀୟ ଶ୍ରେଓଷ୍ଠ ର।ଜ୍ୟର ମ।ନ୍ୟତ।
ଭୁବନେ୍ଶ୍ବର ୧୯/୦୫/୨୦୨୩: ଭ।ରତ ସରକ।ର ଜଳ ମନ୍ତ୍ରଣ।ଳୟ ଦ୍ବ।ର। ୨୦୨୦-୨୦୨୧ ଏବଂ ୨୦୨୧-୨୦୨୨ ବର୍ଷରେ ଜଳସମ୍ପଦ ସଂରକ୍ଷଣ ଏବଂ ପରିଚ।ଳନ। କ୍ଷେ ତ୍ରରେ କର।ଯ।ଇଥିବ। ଉଲ୍ଲେ ଖନୀୟ କ।ର୍ଯ୍ୟ ନିମନ୍ତେୀ ଜ।ତୀୟ ଜଳ ପୁରସ୍କ।ର- ୨୦୨୨ ପ।ଇଁ ଓଡ଼ିଶ। ବିବେପଚି ହେରବ। ସହ ଦେଗଶର ଦ୍ବିତୀୟ ର।ଜ୍ୟ ମ।ନ୍ୟତ। ପ୍ରଦ।ନ କର।ଯ।ଇଛି।
ଓଡ଼ିଶ। ୩.୨ଲ।କ୍ଷ ହେ।କ୍ଟର ଅତିରିକ୍ତ ଜଳସେେଚନ ସୁବିଧ। ସୃଷ୍ଟି କର।ଯ।ଇ ପ୍ର।ୟ ୪ ଲକ୍ଷରୁ ଅଧିକ ଚ।ଷୀଙ୍କୁ ଜଳ ସୁରକ୍ଷ। ଯେ।ଚଗ।ଇ ଦି।ଆଯ।ଇଛି। ଜଳସମ୍ପଦ ବିଭ।ଗ ଦ୍ବ।ର। ଦୁଇଟି ବୃହତ ଜଳ ସେସଚନ ପ୍ରକଳ୍ପ ତଥ। ଲେ।ୟର ଇନ୍ଦ୍ର ଜଳସେୀଚନ ପ୍ରକଳ୍ପ (ନୂଆପଡ଼। ଏବଂ ବଲ।ଙ୍ଗିର ଜିଲ୍ଲ।) ଏବଂ ଉପର ଇନ୍ଦ୍ର।ବତୀ ଲିଫ୍ଟ କେଭନ।ଲ ପ୍ରକଳ୍ପ, (କଳ।ହ।ଣ୍ଡି ଜିଲ୍ଲ।) ଉଚ୍ଚ ଅଞ୍ଚଳକୁ ଜଳ ଯେ।ଁଗ।ଣ ନିମନ୍ତେ। ୬୧ଟି ବୃହତ ଉଠ। ଜଳସେଜଚନ ପ୍ରକଳ୍ପ ୨୮୩୩ ଟି ଗେ।ଷ୍ଠୀ ଉଠ। ଜଳ ସେ।ଚନ ପ୍ରକଳ୍ପ ଓ ୨୨,୫୦୦ ଟି ଗଭୀର ନଳକୂପ (ଡିପ୍ ବେ।।ର ୱେମଲ) ନିର୍ମ।ଣ କର।ଯ।ଇ ଭୌ।ଗେ। ଳିକ ତଥ। ସ।ମ।ଜିକ ସମ।ନତ। ସୁନିଶ୍ଚିତ କର।ଯ।ଇପ।ରିଛି। ସୁବର୍ଣ୍ଣରେଖ। ଜଳସେ ଚନ ପ୍ରକଳ୍ପର ଦୀର୍ଘଦିନର ସମସ୍ୟ। ସମ।ଧ।ନ କର।ଯ।ଇ ପ୍ର।ୟ ୩୨୦୦୦ ହେ।କ୍ଟର ଚ।ଷ ଜମୀ ଜଳ ସେଚନ ସୁବିଧ। ଯେ।ଯଗ।ଇ ଦିଆଯ।ଇଛି। ଅଧିକନ୍ତୁ ସମସ୍ତ ବର୍ଗର ଜଳସେଳଚନ ପ୍ରକଳ୍ପ ବଣ୍ଟନ ପ୍ରଣ।ଳୀରେ ଭୂତଳ ପ।ଇପ୍ ଲ।ଇନ ବ୍ୟବହ।ର କର।ଯିବ। ଦ୍ବ।ର। ପ୍ରକଳ୍ପଗୁଡ଼ିକ ଜଳସେସଚନ ଦକ୍ଷତ। ୨୦%ରୁ ଅଧିକ ବୃଦ୍ଧି ପ।ଇଛି।
ଜଳସମ୍ପଦ ସଂରକ୍ଷଣ ପ।ଇଁ ର।ଜ୍ୟ ସରକ।ର ପ।ଞ୍ଚ ବର୍ଷ ୧୧,୭୦୦ କେ।।ଟି ଟଙ୍କ। ବିନିଯେ।ଗ କରି, ୪୬ଟି ଅନ୍ତନଦୀ ଜଳ।ିଶୟ ନିମ।ର୍ଣ ଦ୍ବ।ର। ପ୍ର।ୟ ୫୦ ହଜ।ର ହେସକ୍ଟର ମିଟର ଜଳ ସଂରକ୍ଷଣ ପ।ଇଁ ବ୍ୟବସ୍ଥ। କର।ଯ।ଇଛି। ଏହ। ବ୍ୟତୀତ ବିଭ।ଗ ଦ୍ବ।ର। ନିଆଯ।ଇଥିବ। ବିଭିନ୍ନ ଜଳ ସଂରକ୍ଷଣ ପଦକ୍ଷେ ପ ଯେ।।ଗଁ ର।ଜ୍ୟରେ ଭୂତଳ ଜଳ ସଂମ୍ପଦ ପ୍ର।ୟ ୧୭.୨୬ ବିଲିନଘନ ମିଟରକୁ ବୃଦ୍ଧି ପ।ଇଛି। ଆହୁରୀ ମଧ୍ୟ ଜଳ ଶକ୍ତି ଅଭିଯ।ନ ମଧ୍ୟମରେ ଛେ।ଷଟ ଛେ।ଯଟ ଜଳ ସଂରକ୍ଷଣ ସ।ର। ର।ଜ୍ୟରେ ଆରମ୍ଭ ହେ।ଗଇଛି। ଜଳ ସମ୍ପଦ ବିଭଗ, ପ୍ରଭ।ବୀ ଜଳ ପରିଚ।ଳନ। ନିମନ୍ତେ। ତଥ। ଓଡ଼ିଶ। ସରକ।ର ‘୫-ଟିଦ ଉପକ୍ରମ ଆଧ।ରରେ ଲକ୍ଷ୍ୟ ପୂରଣ ଦିଗରେ ସୂଚନ। ପ୍ରଯୁକ୍ତିବିଦ୍ୟ। ଜ।ରି ରଖିଛି।
ଜଳ ସଂମ୍ପଦ ମନ୍ତ୍ରଣ।ଳୟ ସୂଚନ। ଖୁବ ଶୀଘ୍ର ଆୟେ। ଜିତ ହେନବ।କୁ ଥିବ। ଏକ ପୁରସ୍କ।ର ବିତରଣ ଉତ୍ସବରେ ଓଡ଼ିଶ। ଏହି ପୁରସ୍କ।ର ପ୍ରଦ।ନ କର।ଯିବ ବେ।୩ଲି ଜଣ।ଯ।ଇଛି ।