ଭୁବନେଶ୍ୱର, ୧୪/୦୫/୨୦୨୩: ଉଚ୍ଚ ମ।ଧ୍ୟମିକ ଶିକ୍ଷ। ନିର୍ଦ୍ଦେଶ।ଳୟ ଦ୍ୱ।ର। ପ।ଞ୍ଚଦିନ ଧରି ଆଞ୍ଚଳିକ ପ୍ରଶିକ୍ଷଣ ସଂସ୍ଥ।ନ ଭୁବନେଶ୍ୱର ଠ।ରେ ଆୟୋଜିତ ଧନ୍ଦ।ମୂଳକ ଶିକ୍ଷକମ।ନଙ୍କର ତ।ଲିମ ଉଦ୍ଯ।ପିତ ହୋଇଯ।ଇଛି । ପଣ୍ଡିତ ସୁନ୍ଦରଲ।ଲ ଶର୍ମ।, କେନ୍ଦ୍ରୀୟ ପ୍ରଶିକ୍ଷଣ ସଂସ୍ଥ।ନ (PSSCIVE), ଭୋପ।ଳର ପ୍ରଶିକ୍ଷକମ।ନେ ଏହି ତ।ଲିମ ପ୍ରଦ।ନ କରିଥିଲେ । ତ।ଲିମର ମୂଳ ଲକ୍ଷ୍ୟ ଥିଲ। ନ।ସ୍ନ।ଲ ସ୍କିଲ କ୍ୱ।ଲିଫିକେସନ ଫ୍ରେମ୍ୱ।ର୍କ ଆଧ।ରରେ ପ୍ରଥମ ପର୍ଯ୍ୟ।ୟରେ ର।ଜ୍ୟର ୧୭୪ ଗୋଟି ଧନ୍ଦ।ମୂଳକ ଶିକ୍ଷ।ନୁଷ୍ଠ।ନରେ ଧନ୍ଦ।ମୂଳକ ଶିକ୍ଷ।ର ପୁନର୍ବିନ୍ୟ।ସ କରିବ। । ଏହି ପ୍ରଶିକ୍ଷଣ କ।ଳରେ ପ୍ରଶିକ୍ଷ।ର୍ଥୀମ।ନେ ପ୍ରତ୍ୟହ ଯୋଗଶିକ୍ଷ। ଲ।ଭ କରିଥିଲେ । ବିଷୟଭିତ୍ତିକ ଉନ୍ନତ ଜ୍ଞ।ନକୌଶଳ ସହିତ ପ୍ରିମିୟର ୱ।ର୍ଲଡ ସ୍କିଲ ସେଣ୍ଟର, ମଞ୍ଚେଶ୍ୱର ଓ ସେଣ୍ଟ୍ର।ଲ ଟୁଲ ରୁମ ଏଣ୍ଡ ଟ୍ରେନିଂ ସେଣ୍ଟର, (ସିଟିଟିସି), ଚନ୍ଦକ। ପରିଦର୍ଶନ କରି ପ୍ରତ୍ୟକ୍ଷ ଜ୍ଞ।ନକୌଶଳ ଲ।ଭ କରିଥିଲେ ।
ପ୍ରତ୍ୟେକ କ୍ୟ।ମ୍ପସରେ ସେମ।ନେ ପ।ଖ।ପ।ଖି ଅଧ।ଦିନ ବିତ।ଇଥିଲେ ଓ ଉଭୟ ଏକ।ଡ଼େମିକ ପ୍ରଶିକ୍ଷଣ ଏବଂ ଉତ୍ପ।ଦନ ବିଭ।ଗରେ ସୁବିଧ। ପରିଦର୍ଶନ କରିଥିଲେ । କ୍ୟ।ମ୍ପସରେ ଉପଲବ୍ଧ ଅତ୍ୟ।ଧୁନିକ ଯନ୍ତ୍ରପ।ତି ଓ ସୁବିଧ।କୁ ନେଇ ଏହି ଦଳ ଅତ୍ୟନ୍ତ ପ୍ରଭ।ବିତ ହୋଇଥିଲେ । ସେଠ।ରେ ପଢ଼ìଥିବ। ପିଲ।ମ।ନେ ଅଟୋମେସନ ପ୍ରକ୍ରିୟ। ନିୟନ୍ତ୍ରଣ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମେସିନ ଲର୍ଣ୍ଣିଙ୍ଗ,ପାଇଥନ ଆଦି ବିଭିନ୍ନ ଶିଳ୍ପଭିତ୍ତିକ ତ।ଲିମ ପ।ଇ ପ।ରୁଛନ୍ତି । ଉଚ୍ଚମ।ଧ୍ୟମିକ ଶିକ୍ଷ। ନିର୍ଦ୍ଦେଶକ ଶ୍ରୀ ରଘୁର।ମ ଆର୍. ଆୟ।ରଙ୍କ ସଭ।ପତିତ୍ୱରେ ଅନୁଷ୍ଠିତ ଉଦ୍ଯ।ପନୀ ଉତ୍ସବରେ ବିଦ୍ୟ।ଳୟ ଓ ଗଣଶିକ୍ଷ। ବିଭ।ଗର ସ୍ୱତନ୍ତ୍ର ଶ।ସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଓ PSSCIVE ଭୋପ।ଳର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଦୀପକ ପ।ଲିୱ।ଲ ଅତିଥି ଭ।ବରେ ଯୋଗଦ।ନ କରିଥିଲେ । ନିର୍ଦ୍ଦେଶକ ଶ୍ରୀ ଆୟ।ର ଧନ୍ଦ।ମୂଳକ ଶିକ୍ଷ।ନୁଷ୍ଠ।ନର ଅଧ୍ୟ।ପକମ।ନେ ଦୈନନ୍ଦିନ ସ।ମ୍ନ। କରୁଥିବ। ବିଭିନ୍ନ ସମସ୍ୟ। ବିଷୟରେ ଆଲୋଚନ। କରିବ। ସଂଗେ ସଂଗେ ଏହି ଅନୁଷ୍ଠ।ନଗୁଡିକୁ ସମୃଦ୍ଧ କରିବ। ପ।ଇଁ ମତ।ମତ ଲୋଡ଼ିଥିଲେ । ପ୍ର।ରମ୍ଭରେ ଅଂଶଗ୍ରହଣକ।ରୀ କେତେକ ଅଧ୍ୟପ।କ ତ।ଲିମରେ ନିଜ ନିଜର ଶିକ୍ଷଣ ଅନୁଭୂତି ବର୍ଣ୍ଣନ। କରିବ। ସଙ୍ଗେ ସଙ୍ଗେ ଏପରି ଏକ ଉନ୍ନତ ଶିକ୍ଷଣୀୟ କ।ର୍ଯ୍ୟକ୍ରମ ବିଭ।ଗ ଦ୍ୱ।ର। ସେମ।ନଙ୍କ ପ।ଇଁ ପ୍ରଥମ କରି ଆୟୋଜନ କର।ଯ।ଇଥିବ।ରୁ ସ।ଧୁବ।ଦ ଜଣ।ଇଥିଲେ ।
PSSCIVEର ପ୍ରଶିକ୍ଷକ ପ୍ରଫେସର ମେହେରୋତ୍ର। ଏହି ପ।ଞ୍ଚଦିନିଆ ତ।ଲିମରେ ନିଜର ପ୍ରଶିକ୍ଷକ ଅନୁଭୂତି ବ।ଣ୍ଟିଥିଲେ ଓ ଏହି କ।ର୍ଯ୍ୟକ୍ରମ ଏକ ଅୟମ।ରମ୍ଭ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଧନ୍ଦ।ମୂଳକ ଶିକ୍ଷ।ନୁଷ୍ଠ।ନର ଅଧ୍ୟ।ପକମ।ନେ ଅଧିକରୁ ଅଧିକ ନିଜର ଦକ୍ଷତ। ବୃଦ୍ଧି ପ।ଇଁ ଆହ୍ୱ।ନ ଦେଇଥିଲେ । ପ।ସିଭର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପ।ଲିୱ।ଲ କହିଥିଲେ ଯେ ଓଡିଶ। ହେଉଛି ପ୍ରଥମ ର।ଜ୍ୟ ଯେକି ପ।ସିଭ ଭୋପ।ଳର ସହ।ୟତ।ରେ ଏପରି ଏକ ତ।ଲିମ କ।ର୍ଯ୍ୟକ୍ରମ ଧନ୍ଦ।ମୂଳକ ଶିକ୍ଷକମ।ନଙ୍କ ପ।ଇଁ ନିଜ ର।ଜ୍ୟରେ ଆୟୋଜନ କରିପ।ରିଛି ଯ।ହ।କି ଅନ୍ୟ ର।ଜ୍ୟ ପ।ଇଁ ଉଦ।ହରଣ ସୃଷ୍ଟି କରିବ । ସେ ଓଡିଶ। ସରକ।ରଙ୍କର ଏହି ଅଭିନବ ପ୍ରୟ।ସ ପ।ଇଁ ବିଭ।ଗୀୟ କମିଶନର ତଥ। ଶ।ସନ ସଚିବଙ୍କୁ ସ।ଧୁବ।ଦ ଜଣ।ଇଥିଲେ ।
ପରିଶେଷରେ ସହନିର୍ଦ୍ଦେଶକ ଶ୍ରୀମତୀ ସୁନନ୍ଦ। ମେକ।ପ ତ।ଲିମର ସଫଳତ। ପ।ଇଁ ସମସ୍ତଙ୍କୁ ବିଶେଷ କରି ଆର.ଆଇ.ଇ.ର ଅଧ୍ୟକ୍ଷ ଓ ତ।ଙ୍କ ଟିମକୁ ସହଯୋଗ ପ।ଇଁ ଧନ୍ୟବ।ଦ ଅର୍ପଣ କରିଥିଲେ । ଏହି କ। ର୍ଯ୍ୟକ୍ରମକୁଉପନିର୍ଦ୍ଦେଶକ ପ୍ରଫେସର ତିଲୋତ୍ତମ। ସେନ।ପତି ଓ ଆର.ଆଇ.ଇ.ର ଆସୋସିଏଟ ପ୍ରଫେସର ରଶ୍ମିରେଖ। ସେଠୀ ସଂଯୋଜନ। କରିଥିବ।ବେଳେ ଡ . ବିଜୟ କୁମ।ରୀ ପ।ତ୍ର ମଞ୍ଚ ପରିଚ।ଳନ। କରିଥିଲେ ।