ପ୍ରେମୀଯୁଗଳଙ୍କ ପାଇଁ କଷ୍ଟ ପାଉଛନ୍ତି ପରିବାର
ଭୁବନେଶ୍ବର: ଜଣେ ପୁରୁଷ ସହିତ ଅନ୍ୟ ଏକ ମହିଳା ଯେତେବେଳେ ସାମାଜିକ ବନ୍ଧନରେ ବାନ୍ଧି ହୋଇଥାଏ, ତାହା ହିଁ ବିବାହ। ଯୁଗ ଯେତେ ବି ଅତ୍ୟାଧୁନିକ ହେଉ ନା କାହିଁକି, ବିବାହର ପରିଭାଷା ହେଉଛି ସ୍ବାମୀ-ସ୍ତ୍ରୀ ମଧ୍ୟରେ ସଂପର୍କକୁ ମଜବୁତ କରିବାର ଏକ ବଳିଷ୍ଠ...
କରୋନା ସଂକଟ ଭିତରେ ରଥଯାତ୍ରା!
ଭୁବନେଶ୍ବର: ଭାରତ ସମେତ ଓଡ଼ିଶାରେ ମଧ୍ୟ କୋଭିଡ-୧୯ ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ଶ୍ରୀକ୍ଷେତ୍ରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ହେଉଛି। ମହାପ୍ରଭୁଙ୍କ ଏହି ଯାତ୍ରା ଦେଖିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଜନସମାଗମ...
ରଥଯାତ୍ରା ସମୟରେ ବଢ଼ିବକି କରୋନା ସଂକ୍ରମଣ?
ଭୁବନେଶ୍ବର: ବିଶ୍ବପ୍ରସିଦ୍ଧ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଖେଇ ଆସୁଛି। ଦୁଇବର୍ଷ ପରେ ସାଧାରଣ ଭକ୍ତ ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବେ। ଏଥି ପାଇଁ ଭକ୍ତଙ୍କ ମନରେ ଉତ୍ସାହର ସୀମା କହିଲେ ନ ସରେ। କୋଭିଡ-୧୯ କଟକଣା ମଧ୍ୟରେ ୨୦୨୦ ଓ ୨୦୨୧ର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।...
ଚାକିରି…ଲୋଭ…ଠକେଇର ଶିକାର
ଭୁବନେଶ୍ବର: ଲୋଭ ମଣିଷକୁ ଗ୍ରାସ କରିବାର ଅନ୍ୟ ଏକ କାରଣ। ଧରନ୍ତୁ ଆବଶ୍ୟକତା ଠାରୁ ଅଧିକ ଖାଇଲେ ଯେପରିକି ଶରୀରକୁ ଯନ୍ତ୍ରଣା ମିଳିଥିାଏ, ସେହିପରି ଅନାବଶ୍ୟକ ହେଉ ଅଥବା ଅପରିଚିତ ବ୍ୟକ୍ତିଙ୍କ ଠାରୁ ମାତ୍ରାଧିକ ଆଶା କରିବା ଯୋଗୁଁ ମନକୁ କଷ୍ଟ ହୋଇଥାଏ। ପ୍ରଥମ...
ଅଭିନେତାଙ୍କ ଆତ୍ମହତ୍ୟା: ମୃତ୍ୟୁ ପୂର୍ବରୁ ମେସେଜ୍
ଭୁବନେଶ୍ବର: ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ବେଳେବେଳେ ସାମାନ୍ୟ କଥାକୁ ନେଇ ଲୋକେ ଆତ୍ମହତ୍ୟା କରୁଛନ୍ତି। ଆତ୍ମହତ୍ୟା ଘଟଣା ପଛରେ ରହୁଛି ପାରିବାରିକ ବିବାଦ ଅଥବା ଆତ୍ମସମ୍ମାନ ପାଇଁ ଭୁଲ ପଦକ୍ଷେପ। ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଦେଲେ ସବୁ ସମସ୍ୟାର ସମାଧାନ...
ମହାରାଷ୍ଟ୍ରରେ ରାଜନୈତିକ ସଂକଟ
ନୂଆଦିଲ୍ଲୀ: ଆସାମରେ ପହଞ୍ଚିଥିବା ମହାରାଷ୍ଟ୍ରର ରାଜନୀତିକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଛି। ଗୁଆହାଟୀରେ ଗତ ବୁଧବାର ଠାରୁ ଏକତ୍ର ହୋଇଛନ୍ତି ଶିବସେନାର ବିଦ୍ରୋହୀ ବିଧାୟକ। ପ୍ରଥମେ ଏଠାକୁ ୪୦ ଜଣ ବିଧାୟକ ପହଞ୍ଚିଥିଲେ। ଏଥିରେ ୩୩ ଜଣ ଶିବସେନାର ସଦସ୍ୟ ଥିଲେ। କିନ୍ତୁ ଧୀରେ...
ଦ୍ରୌପଦୀ ମର୍ମୁଙ୍କୁ ନିଜ ମାଟିରେ ସମର୍ଥନ!
ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୫ରେ ଶେଷ ହୋଇଯିବ। ରାମନାଥଙ୍କ କାର୍ଯ୍ୟକାଳ ଶେଷ ହେବା ସହ ଦେଶକୁ ପଞ୍ଚଦଶ ରାଷ୍ଟ୍ରପତି ମିଳିଯିବ। ଏଥି ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ବାଚନରେ ବିଜେପି ସମର୍ଥିତ ଏନଡିଏ ତରଫରୁ ଓଡ଼ିଶା ମାଟିର...
ଅତ୍ୟାଧୁନିକ ଯୁଗରେ ପ୍ରାକୃତିକ ଔଷଧ ପାଲଟିଛି ଯୋଗ
ଭୁବନେଶ୍ବର: ଅନ୍ତର୍ଜାତୀୟ ଯୋଗ ଦିବସ ବିଶ୍ୱବ୍ୟାପୀ ପାଳିତ ହୋଇଯାଇଛି । ଜୁନ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରାୟ ୨୦୦ଟି ଦେଶର ୨୫ କୋଟି ଜନତା ଯୋଗାଭ୍ୟାସ କରିଛନ୍ତି। ଏଥିରେ ୩୦ରୁ ଊର୍ଦ୍ଧ୍ବ ମୁସଲିମ ଦେଶ ମଧ୍ୟ ସାମିଲ ହୋଇଛନ୍ତି। ଯୋଗକୁ...
ଅଗ୍ନିପଥ ବଦଳାଇଦେବ ଯୁବବର୍ଗଙ୍କ ଜୀବନ ପଥ!
ଭୁବନେଶ୍ବର: ସେନାର ୩ ବିଭାଗରେ ଭର୍ତ୍ତି ହେବା ପାଇଁ ଗତ ୧୪ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦ୍ବାରା ‘ଅଗ୍ନିପଥ ଯୋଜନା’ ଘୋଷଣା ହେବା ଦିନଠାରୁ ଦେଶର ୧୩ଟି ରାଜ୍ୟରେ ହିଂସା, ପ୍ରଦର୍ଶନ, ବିକ୍ଷୋଭ ଦେଖାଯାଇଛି। ବିଗତ ୩ ଦିନ ହେଲା ଉତ୍ତର ପ୍ରଦେଶ...
ଚିଲିକାରେ ବିଳାସପୂର୍ଣ୍ଣ ହାଉସ୍ବୋଟ
ଭୁବନେଶ୍ବର: ଏସିଆ ମହାଦେଶର ଅନ୍ୟତମ ବୃହତ୍ତ ଜଳରାଶି ‘ଚିଲିକା’ରେ ପ୍ରଥମ ବିଳାସପୂର୍ଣ୍ଣ ହାଉସ୍ବୋଟ ‘ଗରୁଡ଼’ର ଶୁଭାରମ୍ଭ ହୋଇଛି। ଧନି ପର୍ଯ୍ୟଟକଙ୍କୁ ଆରାମରେ ବୁଲାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ପୂର୍ବରୁ ଏହି ହାଉସ୍ବୋଟରେ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ...