Tag: #ମାଉସୀ ଘରେ ଖାଇବେ ସୁସ୍ୱାଦୁ ଭୋଜନ
ଶ୍ରୀଜିଉଙ୍କ ୯ ଦିବସୀୟ ଯାତ୍ରା, ମାଉସୀ ଘରେ ଖାଇବେ ସୁସ୍ୱାଦୁ ଭୋଜନ
ଭୁବନେଶ୍ୱର: ଆଶାଢ଼ ମାସର ଶୁକ୍ଲପକ୍ଷ ଦ୍ୱିତୀୟା ତିଥି (ଜୁଲାଇ ୧୨ ତାରିଖ)ରେ ପତିତପାବନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୯ ଦିବସୀୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର...