Tag: #ସମାଚାର ଜଷ୍ଟ କ୍ଲିକ
ଓଡ଼ିଶା ରାଜନୀତିରେ ‘କେସିଆର’
ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ପ୍ରବେଶ କରିଛନ୍ତି। କେସିଆର ତାଙ୍କର ରାଜନୈତିକ ଦଳ ‘ଭାରତ ରାଷ୍ଟ୍ର ସମିତି (ବିଆରଏସ୍)’ ମାଧ୍ୟମରେ ଓଡ଼ିଶାର ୯ ଜଣ...
ଅପରାଧୀଙ୍କ ଅମରାବତୀ କି ଭୁବନେଶ୍ବର?
ଭୁବନେଶ୍ବର: ରାଜ୍ୟର ଏକାମ୍ର କ୍ଷେତ୍ର ତଥା ମନ୍ଦିରମାଳିନୀ ସହର ଭୁବନେଶ୍ବର ଆଉ ପୂର୍ବ ଅବସ୍ଥାରେ ନାହିଁ। ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାରେ ଆସି ଲୋକମାନେ ରହୁଛନ୍ତି। ଆଧୁନିକ...
ସୁନ୍ଦରଗଡ଼ରୁ ଶୁଆଶାବକ ଚାଲାଣ!
ଭୁବନେଶ୍ବର: ଜୀବ ଜଗତରେ ମନୁଷ୍ୟ ପରି ଅନ୍ୟ ପ୍ରାଣୀମାନେ ମଧ୍ୟ ସ୍ବାଧୀନତାର ସହିତ ବଞ୍ଚିବାର ଅଧିକାର ଅଛି। ମନୁଷ୍ୟ କଥା କହି ପାରୁଛି ଓ ଚିନ୍ତା କରିପାରୁଛି ବୋଲି ପୃଥିବୀ...
ପଡ଼ୋଶୀରେ ବିକିଲେ ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ
ଭୁବନେଶ୍ବର: ସମୟ ବଦଳି ଯାଇଛି। ଏହି ପରିବର୍ତ୍ତନ ଭିତରେ ଲୋକେ ଶରୀରରୁ ଝାଳ ନବୁହାଇ ବଡ଼ ଲୋକ ହେବାକୁ ଚାହାନ୍ତି। କମ୍ ପରିଶ୍ରମ ଏବଂ ରାତାରାତି ଅଜସ୍ର ଧନସଂପତ୍ତିର ମାଲିକ...
କ୍ଷୀର ଦର ବୃଦ୍ଧି: ପରିବାର ଉପରେ ଅତିରକ୍ତ ବୋଝ
ଭୁବନେଶ୍ବର: କ୍ଷୀର ହେଉଛି ଏକ ଧଳା ତରଳ ଖାଦ୍ୟ ଯାହା ସ୍ତନ୍ୟପାୟୀ ପ୍ରାଣୀ ଠାରୁ ମିଳିଥାଏ। କଠିନ ଖାଦ୍ୟ ହଜମ କରିବାକୁ ସକ୍ଷମ ହେବା ପୂର୍ବରୁ ଏହା କ୍ଷୁଦ୍ର ସ୍ତନ୍ୟପାୟୀ...
ଗଛ ତଳେ ଚାଲିଛି ପାଠ ପଢ଼ା
ଭୁବନେଶ୍ବର: ଆଜରି ଶିଶୁ ଭବିଷ୍ୟତର ନାଗରିକ ହେବ। ଆଜିର ଶିଶୁକୁ ଆମେ ଯେତିକି ସଶକ୍ତ ଭାବେ ଗଢ଼ିବା, ଭବିଷ୍ୟତକୁ ସେତିକି ସମୃଦ୍ଧ ଓ ଶକ୍ତିଶାଳୀ କରିପାରିବା। ତେଣୁ ଶିଶୁର ସର୍ବାଙ୍ଗୀନ...
କେନ୍ଦ୍ରର ବଜେଟ୍ରେ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି!
ଭୁବନେଶ୍ବର: ବର୍ଷକ ପରେ ଅର୍ଥାତ ୨୦୨୪ରେ ଲୋକସଭା ନିର୍ବାଚନ। କିନ୍ତୁ ମୋଦୀ ସରକାର ଏବେ ଠାରୁ ମଧ୍ୟବିତ୍ତ ଲୋକଙ୍କୁ ସନ୍ତୁଷ୍ଟ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏହି ବଜେଟ୍ରୁ...
ମଦ ପାଇଁ ଲକ୍ଷ୍ୟଭ୍ରଷ୍ଟ ହେଉଛି ପରିବାର
ଭୁବନେଶ୍ବର: ମଦ ଓ ମଦ୍ୟପଙ୍କ ପାଇଁ ଅନେକ ସମୟରେ ହିଂସା ସୃଷ୍ଟି ହେଉଛି। ମଦ ପାଇଁ ହିଁ ଅନେକଙ୍କ ପରିବାର ଉଜୁଡି ଯାଉଛି। ମଦ ଯୋଗୁଁ ପ୍ରତିଦିନ ଲୋକଙ୍କର ମୃତ୍ୟୁ...
ବିଗୁଡ଼ିଛି ପାକିସ୍ତାନର ଆର୍ଥିକ ସ୍ଥିତି, ଦୁର୍ବଳ ମୁଦ୍ରା
ଭୁବନେଶ୍ବର: କଥାରେ ଅଛି ’ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ।’ ଅର୍ଥାତ ଭାରତରେ ପ୍ରତ୍ୟେକ ଜିନିଷ ରହିଛି। ଅତି ସଂକ୍ଷେପରେ କହିବାକୁ ଗଲେ ବିଶ୍ବରେ ଯେଉଁସବୁ ଜିନିଷ ରହିଛି,...
ଭାରତୀୟ ‘ଗଣତନ୍ତ୍ର’ରେ ଅସାମଞ୍ଜସ୍ୟତା
ଭୁବନେଶ୍ବର: ଭାରତ ୭୪ତମ ସାଧାରଣତନ୍ତ୍ର ତଥା ଗଣତନ୍ତ୍ର ଦିବସ ଉତ୍ସାହର ସହିତ ପାଳନ କରିଛି। କଶ୍ମୀରର ଲାଲଛକ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗଣତନ୍ତ୍ର ଦିବସ ଅବସରରେ ତ୍ରିରଙ୍ଗା ଉଡ଼ିଛି। ସୀମା...