LATEST ARTICLES

ସହର ଭିତରେ ହାତୀ ଉତ୍ପାତ

ଭୁବନେଶ୍ବର: ବନସ୍ତେ ଡାକୁନି ଗଜ, ସହରରେ ଉତ୍ପାତ କରୁଛି ହାତୀ। ବ୍ୟାପକ ଜଙ୍ଗଲ ଅବକ୍ଷୟ ଯୋଗୁଁ ହାତୀମାନେ କେବଳ ଗାଁକୁ ପଶି ଆସୁନାହାନ୍ତି। ବରଂ ସହରରେ ମଧ୍ୟ ଉତ୍ପାତ କରୁଛନ୍ତି। କଟକ ଜିଲ୍ଲା ଜଗତପୁର ସହରାଂଚଳରେ ହାତୀମାନେ ସେବପ୍ଟେମ୍ବର ୨୮ ତାରିଖ ଭୋର ସକାଳୁ...

ମନ୍ଥର ଗତିରେ ସଜେଇ ହେଉଛି ରାଜ୍ୟର ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ବର: ମଣିଷ ଅବସର ସମୟରେ ବୁଲିବାକୁ ଭଲ ପାଏ। ଏହି ବୁଲିବା ପାଇଁ ଭଲ ସ୍ଥାନ ଖୋଜେ, ଯେଉଁଠି କିଛି ଜିନିଷ ଦେଖିଲା ପରେ ନିଜକୁ ସାମାନ୍ୟ ଚିନ୍ତା ମୁକ୍ତ କରିପାରିବ। ମନରେ ହାଲୁକା ଚିନ୍ତା ଦୂର ହେବ। ଆରାମ ଲାଗିବ ଓ ଅନେକ...

ମନ୍ତ୍ରୀ କହିଲେ ତାଙ୍କ ସଂପତ୍ତି କେତେ?

ଭୁବନେଶ୍ବର: ଜୀବ ଜଗତରେ ଭଲରେ ବଞ୍ଚିବାର ଲୋଭ ସମସ୍ତଙ୍କ। ମନୁଷ୍ୟ ଏବଂ ପ୍ରାଣୀଙ୍କ କ୍ଷେତ୍ରରେ ଏହା ଅଧିକ ପ୍ରଯୁଜ୍ୟ। ପ୍ରାଣୀମାନେ ଅନ୍ୟର ଅଧିନରେ ପରିଚାଳିତ ହେଉଥିବାରୁ ସେଗୁଡ଼ିକ ନିଜର ଇଚ୍ଛା ଥାଇ ମଧ୍ୟ ଉପାୟ ଶୂନ୍ୟ ହୋଇଥାନ୍ତି। ମାତ୍ର ମନୁଷ୍ୟ ନିଜେ ନିଜକୁ ନିୟନ୍ତ୍ରିତ...

କ୍ରୀଡ଼ାରେ ବିଦାୟକାଳୀନ ଯନ୍ତ୍ରଣା

ଭୁବନେଶ୍ବର: ସ୍ବାଗତ ସମାରୋହ ମନରେ ଯେତିକି ଖୁସି ଦେଇଥାଏ, ବିଦାୟକାଳୀନ ସମାହେରା ତା’ଠାରୁ ଦୁଇ ଗୁଣ ଯନ୍ତ୍ରଣା ଦେଇଥାଏ। କିନ୍ତୁ ଗୋଟିଏ କଥା ମନେ ରଖିବାକୁ ହେବ, ସ୍ବାଗତ ପାଉଥିବା ବ୍ୟକ୍ତିଙ୍କୁ ଭବିଷ୍ୟତରେ ବିଦାୟ ନେବାକୁ ମଧ୍ୟ ପଡ଼ିବ। କୌଣସି କ୍ଷେତ୍ର ହେଉନା କାହିଁକି,...

ପ୍ରେମ ନାଁ ପାଗଳାମୀ: ଶବ ସହ ଜୀବନ୍ତ ମଣିଷ

ଭୁବନେଶ୍ବର: ଈଶ୍ବରଙ୍କ ସୃଷ୍ଟିରେ ସବୁଠାରୁ ମୂଲ୍ୟବାନ ତଥା ଦୁର୍ଲଭ ହେଉଛି ମାନବ ସମ୍ବଳ। ଏହାର କାରଣ ହେଲା ଯେ, ମନୁଷ୍ୟ ସମଗ୍ର ବିଶ୍ବରେ ଥିବା ଜିନିଷକୁ ପରିଚାଳନା କରୁଛି। ତେବେ ମନୁଷ୍ୟ ଏତେ ବିଚକ୍ଷଣ ଅଧିକାରୀ ହୋଇଥିଲେ ବି ଖରାପ କାମ କରୁଛି, ଯାହାକି...

ମହିଳାଙ୍କ କ୍ରନ୍ଦନକୁ ଦେଖିପାରୁନି କାମୁକ ପୁରୁଷ

ଭୁବନେଶ୍ବର: ବର୍ବରତାର ସୀମା ଟପୁଛି। ପୂର୍ବ ଶତ୍ରୁତା ହେଉ ଅଥବା ଶାରୀରିକ କ୍ଷୁଧା ହେଉ ଜଣେ କାମ ପିପାଶୁ ପୁରୁଷମାନେ ଯୁବତୀ ଓ ମହିଳାମାନଙ୍କୁ ସୁଯୋଗ ପାଇଲେ ଛାଡୁନାହାନ୍ତି। ଏହିଭଳି ଜଘନ୍ୟ ଅପରାଧରେ ନାବାଳକମାନେ ମଧ୍ୟ ଶିକାର ହେଉଥିବା ଦୃଷ୍ଟିଗୋଚର ହେଉଛନ୍ତି। ନାବାଳିକା ମଧ୍ୟ...

ବିଗୁଡ଼ିଛି ଶିଶୁ ଚିକିତ୍ସା ବ୍ୟବସ୍ଥା!

ଭୁବନେଶ୍ବର: ଆଜିର ଶିଶୁ ହେଉଛି ଆଗାମୀ କାଲିର ଭବିଷ୍ୟତ। ସରକାର ଓ ସମାଜ ଶିଶୁଟିଏ ଜନ୍ମହେବା ପୂର୍ବରୁ ତାକୁ ବଢ଼ାଇବା ପାଇଁ କେତେ କ’ଣ ସ୍ବପ୍ନ ଦେଖନ୍ତି। ଆଜିର ଶିଶୁ ସମାଜରେ ପ୍ରତିଷ୍ଠିତ ହେବ ବୋଲି ପିତାମାତାଙ୍କ ସମେତ ତାର ଜୀବନରେ ଯେଉଁମାନେ ଆସିଥାନ୍ତି,...

ଆକର୍ଷିତ କରିବାକୁ ମନ୍ଦିର କରିଡର

ଭୁବନେଶ୍ବର: ଦେଶର ଐତିହ୍ୟ ସ୍ଥଳୀଗୁଡ଼ିର ରକ୍ଷଣାବେକ୍ଷଣକୁ ସରକାର ଗୁରୁତ୍ବ ଦେଉଛନ୍ତି। ଐତିହ୍ୟସ୍ଥଳୀକୁ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ କୋଟି କୋଟି ଟଙ୍କାର ବିନିଯୋଗରେ ଭିତ୍ତିଭୂମି ସଜଡାଯାଉଛି। ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସୁବିଧା ଓ ବ୍ୟବସ୍ଥା କରାଯାଉଛି। ଏହି କ୍ରମରେ ଦେଶର ଅନେକଗୁଡ଼ିଏ ମନ୍ଦିର ନୂଆ...

ଅନ୍‌ଲାଇନ୍ ଖାଦ୍ୟ ଅର୍ଡର ପାଇଁ ହିଂସା

ଭୁବନେଶ୍ବର: ଆଜିକାଲିର ଯୁବପିଢ଼ି ଶାରୀରିକ ଭାବେ କାମ କରିବାକୁ ଚାହୁଁ ନାହାନ୍ତି। ପ୍ରତିଟି କାମ କରିବାକୁ ସହଜ ମାଧ୍ୟମ ଆଗ ଖୋଜୁଛନ୍ତି। ଘରେ ବସି ସବୁ କାମ ଶେଷ କରିବାକୁ ଚାହୁଁଛନ୍ତି। ଟଙ୍କା ଅଧିକ ଖର୍ଚ୍ଚ ହେଉ। ବରଂ ହାତପାଆନ୍ତାରେ ସମସ୍ତ ସୁବିଧା ମିଳୁ।...

୬୦ ଛାତ୍ରୀଙ୍କ ଏମ୍ଏମ୍ଏସ୍ ଭାଇରାଲ

ନୂଆଦିଲ୍ଲୀ: ପଂଜାବର ମୋହାଲିସ୍ଥିତ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଏମଏମଏସ୍ ଲିକ୍ ମାମଲାକୁ ନେଇ ପରିସ୍ଥିତି ତୀବ୍ର ହେବାରେ ଲାଗିଛି। ଗତ ୧୭ ତାରିଖ ଜଣାପଡ଼ିବା ପରେ ଏହି ଘଟଣାକୁ ନେଇ ଛାତ୍ରୀ, ସେମାନଙ୍କର ଅଭିଭାବକ, ବିଶ୍ବବିଦ୍ୟାଳୟ ପ୍ରଶାସନ, ବୁଦ୍ଧିଜୀବୀ ଓ ସରକାରଙ୍କ ଚିନ୍ତା ବଢ଼ିଛି। ଏହି...