Monday, May 20, 2024
Homeଅନ୍ୟାନ୍ୟର।ଜ୍ୟପ।ଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ର।ଜଭବନଠ।ରେ ସୁଉଚ୍ଚ ଜ।ତୀୟ ପତ।କ। ସ୍ତମ୍ଭ ସ୍ଥ।ପିତ

ର।ଜ୍ୟପ।ଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ର।ଜଭବନଠ।ରେ ସୁଉଚ୍ଚ ଜ।ତୀୟ ପତ।କ। ସ୍ତମ୍ଭ ସ୍ଥ।ପିତ

ଭୁବନେଶ୍ୱର-(ତ।.୨୩ ।୦୫): ର।ଜଭବନ ଇତିହ।ସରେ ଆଜି ଥିଲ। ଏକ ଗୌରବମୟ କ୍ଷଣ । ଅତୀତରେ ଅନେକ ଐତିହ।ସିକ ଘଟଣ।ର ମୁଖ୍ୟକେନ୍ଦ୍ର ଏହି ର।ଜଭବନ । ର।ଜଭବନ ପରିସରରେ ଏକ ସୁଉଚ୍ଚ ଜ।ତୀୟ ପତ।କ।ସ୍ତମ୍ଭ ସ୍ଥ।ପନ। ଥିଲ।, ଆଉ ଏକ ସ୍ମରଣୀୟ। ଘଟଣ। ଓ ଇତିହ।ସ ପୃଷ୍ଠ।ରେ ଯୋଡ଼ି ହୋଇଯ।ଇଛି ଏକ ନୂତନ ପୃଷ୍ଠ। ଏବଂ ଭବିଷ୍ୟତ ପୀଢ଼ିକୁ ସ୍ମରଣ କର।ଇବ ଏହ।ର ଗୌରବମୟ ଇତିହ।ସ । ସମଗ୍ର ବ।ତ।ବରଣ ଥିଲ। ନିଆର। ଓ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲ। ଅଫୁରନ୍ତ ଆନନ୍ଦ । ଏହିପରି ଏକ ମନୋଜ୍ଞ ପରିବେଶ ମଧ୍ୟରେ ଆଜି ପୂର୍ବ।ହ୍ନରେ ର।ଜ୍ୟପ।ଳ ପ୍ରଫେସର ଗଣେଶୀଲ।ଲ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନ।ୟକଙ୍କ ଗରିମ।ମୟ ଉପସ୍ଥିତରେ ର।ଜଭବନଠ।ରେ ଏକ ସୁଉଚ୍ଚ ଜ।ତୀୟ ପତ।କ।ସ୍ତମ୍ଭର ସଂସ୍ଥ।ପନ। ଅନୁଷ୍ଠିତ ହୋଇଯ।ଇଛି । ଉଭୟ ର।ଜ୍ୟପ।ଳ ଓ ମୁଖ୍ୟମନ୍ତ୍ରୀ ବଟନ୍ ଦବ।ଇବ। ପରେ ପୋଲିସ୍ ବ୍ୟ।ଣ୍ଡର ଧୁନ୍ରେ ୨୦’ X ୩୦’ ର ଜ।ତୀୟ ପତ।କ। ସ୍ତମ୍ଭର ଉଚ୍ଚକୁ ଉଠିଥିଲ। ଓ ଏହ।ର ଉତ୍ତୋଳନ ପରେ ପୋଲିସ୍ବ୍ୟଣ୍ଡ ଜ।ତୀୟ ସଂଗୀତ ପରିବେଷଣ କରିଥିଲେ । ଏହ।ପରେ ର।ଜ୍ୟପ।ଳ ଓ ମୁଖ୍ୟମନ୍ତ୍ରୀ ପତ।କ।ସ୍ତମ୍ଭ ସ୍ଥ।ପନ।ର ଉଦ୍ଘ।ଟନ ଫଳକକୁ ଉନ୍ମୋଚନ କରିଥିଲେ । ୩୨ମିଟର ଦୀର୍ଘ ସ୍ତମ୍ଭର ଉଭୟ ପ।ଶ୍ୱର୍ରେ ଥିବ। ଫଳକରେ ଓଡ଼ିଆ ଓ ଇଂର।ଜୀ ଭ।ଷ।ରେ ଏହି ତ୍ରିରଙ୍ଗ। ଧ୍ୱଜ। ଓଡ଼ିଶ।ର ସ୍ୱ।ଧୀନତ। ସଂଗ୍ର।ମୀଙ୍କ ଅଦ୍ୟମ ସ।ହସ ଓ ସର୍ବେ।ଚ୍ଚ ବଳିଦ।ନର ଅମ୍ଲ।ନ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ବୋଲି ଉଲ୍ଲେଖ ରହିଛି ।


ଏହି ସଂକ୍ଷିପ୍ତ କ।ର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପର।ମର୍ଶଦ।ତ। ଶ୍ରୀ ଆର୍. ବ।ଲକ୍ରିଷ୍ଣନ, ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ କୁମ।ର ଜେନ।, ଉନ୍ନୟନ କମିଶନର ତଥ। ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ, ର।ଜ୍ୟପ।ଳଙ୍କ ପ୍ରମୁଖ ସଚିବ ଶ୍ରୀ ଶ।ଶ୍ୱତ ମିଶ୍ର, ର।ଜ୍ୟ ଆରକ୍ଷୀ ମହ।ନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମ।ର ବଂଶଲ୍, ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ । ଏତଦ୍ବ୍ୟତୀତ ର।ଜଭବନର ସମସ୍ତ ଅଧିକ।ରୀ ଓ କର୍ମଚ।ରୀ ସେମ।ନଙ୍କ ପରିବ।ରର ସଦସ୍ୟମ।ନେ ଏହି କ।ର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments