ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ସମୀକ୍ଷା ବୈଠକସମସ୍ତ ଜିଲ୍ଲାରେ ମୃତ୍ତିକା ଓ ଜଳବାୟୁ ଅନୁକୂଳଫଳଚାଷ କରାଯିବ: କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ

ଭୁବନେଶ୍ୱର, ୧୨/୦୫/୨୦୨୩: ସ୍ଥାନୀୟ ମୃତ୍ତିକା ଓ ଜଳବାୟୁ ଅନୁସାରେ ରାଜ୍ୟରେ ସମସ୍ତ ଜିଲ୍ଲାରେ ଫଳଚାଷ କରି ଚାଷୀମାନଙ୍କର ଆୟବୃଦ୍ଧି କରିବାର ପ୍ରକ୍ରିୟାକୁ ବ୍ୟାପକ କରାଯିବ । ରାଜ୍ୟରେ ଖାଇବା ତେଲ ଚାହିଦା ମେଣ୍ଟାଇବା...

୨୦୨୨-୨୩ ବର୍ଷରେ ରାଜ୍ୟରେ ରେକର୍ଡ ୧୩୬ ଲକ୍ଷ ୬ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ

ଭୁବନେଶ୍ୱର, ୧୧/୦୫/୨୦୨୩: ୨୦୨୨-୨୩ ବର୍ଷରେ ଓଡ଼ିଶାରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟଉତ୍ପାଦନ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ତୃତୀୟ ଆଗୁଆ ଆକଳନ ଅନୁଯାୟୀ ୨୦୨୨-୨୩ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ...

କୃଷି ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା

ସବୁଜ ସାର ଭାବରେ ରାଜ୍ୟରେ ଧଣିଚା ଚାଷକୁ ବ୍ୟାପକ କରାଯାଇ କୃଷି ଉତ୍ପାଦନକୁ ବୃଦ୍ଧି କରାଯିବ: କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଭୁବନେଶ୍ୱର, ୧୦/୦୫/୨୦୨୩ଚଳିତ ଖରିଫ ଚାଷ ନିମନ୍ତେ ଚାଷୀମାନଙ୍କୁ ଠିକ୍‌ ସମୟରେ ଆବଶ୍ୟକ ପରିମାଣର...

‘ଓମ୍‌ଫେଡ୍‌’ର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା ବୈଠକ

ଗୋପାଳନ ଗ୍ରାମୀଣ ଜୀବନ ଓ ଅର୍ଥନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ-ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭୁବନେଶ୍ୱର, ୦୯/୦୫/୨୦୨୩ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ଦିଗରେ ପ୍ରାଣୀପାଳନର ବିଶେଷ ଭୂମିକା ରହିଥିବାବେଳେ ରାଜ୍ୟ ସରକାର ଏଥି ନିମନ୍ତେ ଅନେକ ପ୍ରୋତ୍ସାହନ...

ଚାଷୀ ନାମ ପଂଜୀକରଣକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଖରିଫ ୨୦୨୦-୨୧ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କର ନାମ ପଂଜୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ...

Popular

spot_imgspot_img